ସୀମା ନିର୍ଦ୍ଧାରଣନେଇ ବିଜେଡିରେ ଅନ୍ତର୍ଦ୍ୱନ୍ଦ

ଭୁବନେଶ୍ୱର: ବିଏମ୍‌ସିର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବକୁ ବିଜେଡି ଦଳରୁ ବିରୋଧ ଆରମ୍ଭ ହେଲାଣି। କେତେକ କର୍ପୋରେଟର ଭୟରେ ମୁହଁ ଖୋଲୁନଥିବାବେଳେ ଆଜି ଓ୍ଵାର୍ଡ ୪୩ର କର୍ପୋରେଟର ରାଜଲକ୍ଷ୍ମୀ ନାୟକ ଖୋଲାଖୋଲି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଏପରିକି ଚିଠା ପ୍ରସ୍ତାବରେ ଯେଉଁ ସୀମା ନିର୍ଦ୍ଧାରଣ ହୋଇଛି ତାକୁ ପରିବର୍ତ୍ତନ କରିବା ଏବଂ … Continue reading ସୀମା ନିର୍ଦ୍ଧାରଣନେଇ ବିଜେଡିରେ ଅନ୍ତର୍ଦ୍ୱନ୍ଦ